ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛୁ -କୃଷ୍ଣଚନ୍ଦ୍ର ମହାପାତ୍ର

ଶୁକ୍ରବାର ଠାରୁ ୩ ଦିନିଆ ୫୯ ତମ ଡିଜି-ଆଇଜି ସମ୍ମିଳନୀ  । ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ମୋଦିଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ଢେର ଉତ୍ସାହ । ମୋଦିଙ୍କ ଗସ୍ତକୁ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ଯାହା ପ୍ରଶ୍ନ ପଚାରିବେ ଆମେ ଉତ୍ତର ଦେବାକୁ ପ୍ରସ୍ତୁତ । ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛୁ । ମୋଦି ସରକାର ଲୋକଙ୍କ ସରକାର । ଗତ ମାସରେ ଆମ ସରକାରଙ୍କ ଉନ୍ନୟନମୂଳକ କାମର ସହ ଅନ୍ୟ ଯୋଜନା ସଂପର୍କରେ ଅବଗତ କରାଇବୁ । ଏହା ସହ ସଂଗଠନ ନେଇ ମଧ୍ୟ ଆଲୋଚନା ହେବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *