୪ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୬ ହଜାର ୫୮୭ କୋଟି ଟଙ୍କା ବାକି ପଡ଼ିଛି । ସେସୁ ବାକି ରଖିଛି ୨ ହଜାର ୬୫୧ କୋଟି ଟଙ୍କା, ନେସ୍କୋ ବାକି ରଖିଛି ୯୫୧ କୋଟି ଟଙ୍କା । ଓ୍ୱେସ୍କୋ ବାକି ରଖିଛି ୧୬୭୭ କୋଟି ଏବଂ ସାଉଥକୋ ୧୩୦୦ କୋଟି ଟଙ୍କା ବାକି ରଖିଛନ୍ତି । ଟାଟା ଦ୍ୱାରା ଏହି କମ୍ପାନୀ ସବୁ ଅଧିକୃତ ହେବା ପରେ ବକେୟା ବିଦ୍ୟୁତ ବିଲ ଆଦାୟ କରି ଗ୍ରୀଡ଼କୋ କୁ ତାର ବକେୟା ଦେୟ ପ୍ରଦାନ କରୁଥିବା ବିଧାନସଭା ରେ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ବିଭାଗର ମନ୍ତ୍ରୀ କେ.ଭି ସିଂ ଦେଓ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now