ସାଇକେଲ ଚଳାଇ ବିଧାନସଭାକୁ ଗଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

Spread the love

ଆଜିଠୁ ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ। ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ ଶପଥ ନେବେ। ସାଇକେଲ ଚଳାଇ ବିଧାନସଭାକୁ ଗଲେ  ବିଧାୟକ ସିଦ୍ଧାନ୍ତ ମହାପାତ୍ର। ସେ କହିଛନ୍ତି ପ୍ରଦୂଷଣ ମୁକ୍ତ ଓଡିଶା ଗଠନ ମୋର ଦାୟିତ୍ଵ। ସେଥିପାଇଁ ମୁଁ ସାଇକେଲ ଚଳାଇ ଲୋକଙ୍କୁ ସଚେତନ କରୁଛି। ଆସନ୍ତା ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ।

Leave a Reply

Your email address will not be published. Required fields are marked *