ରାଜନୀତିରାଜ୍ୟ ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା Subhadarsinee Dash27/01/202527/01/2025 ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା । ପୂର୍ବତନ ଡିଜିପି ଅବସପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର । Naxatra News is now on Whatsapp Join and get latest news update delivered to you via whatsapp Join Now
ବ୍ଲକ ପ୍ରଶାସନଙ୍କ ନିର୍ଦ୍ଦେଶରେ ସିଲ୍ ହେଲା ଢାବା ଧର୍ମଶାଳା ବ୍ଲକ ନେଉଳପୁରଠାରେ ଧର୍ମଶାଳା ଭବନ ପରିସରରେ ଥିବା ବିବାଦୀୟ ବଲ୍ଲେ ବଲ୍ଲେ ଢ଼ାବାକୁ ସିଲ୍ କରିଦିଆଯାଇଛି। ବିଡିଓଙ୍କ ନିର୍ଦ୍ଦେଶ ପରେ ଢାବାରେ ପଡ଼ିଛି ତାଲା। ବ୍ଲକ…
ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ ଯୁକ୍ତ ୨ ପରୀକ୍ଷା-୨୦୨୫ ରେଜଲ୍ଟ ବୁଧବାର ପ୍ରକାଶ ପାଇବ। ବୁଧବାର ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଣମାଧ୍ୟମକୁ ସୂଚନା…
ବିଲକିସ ମାମଲାରେ ରାହୁଲଙ୍କ ଟାର୍ଗେଟରେ ବିଜେପି ନୂଆଦିଲ୍ଲୀ: ବିଲକିସ ବାନୁ ମାମଲାରେ ୧୧ ଦୋଷୀଙ୍କୁ ଗୁଜୁରାଟ ସରକାର ଜେଲରୁ ମୁକ୍ତ କରି ଦେଇଛନ୍ତି। ଏହାକୁ ନେଇ ବିଜେପିକୁ ବିରୋଧୀ ଆକ୍ରମଣ ପରେ ଆକ୍ରମଣ କରି…