ନକଲି ସମ୍ବଲପୁରୀ ଶାଢ଼ୀ ଓଡିଶା ମାର୍କେଟକୁ ଆସିବା ପରେ ବୁଣାକାରଙ୍କ ଉପରେ ପଡ଼ିଛି ବଡ଼ ପ୍ରଭାବ । ରାଜ୍ୟ ସରକାର ମାର୍କେଟରେ ବିକ୍ରି ହେଉଥିବା ନକଲି ସମ୍ବଲପୁରୀ ଶାଢୀ ଉପରେ ନଜର ରଖିଥିବା ବିଧାନସଭାରେ ଉତ୍ତର ରଖିଥିଲେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।ନକଲି ସମ୍ବଲପୁରୀ ଶାଢ଼ୀ ବିକ୍ରି ନେଇ ଅଭିଯୋଗ ପରେ ସରକାର ଦେଖାଇଛନ୍ତି ତତ୍ପରତା । ନକଲି ଶାଢ଼ୀ ବିକ୍ରି କରୁଥିବା ବ୍ୟବସାୟୀ ଙ୍କ ନାଁ ରେ କେସ କରିବା ସହ କୋର୍ଟ ସମନ ପଠା ଯାଇଥିବା ଗୃହକୁ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now