ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କଲେ ସନା ମହାକୁଡ । କାଚ ବୋତଲ ବଦଳରେ ଅନ୍ୟ ବିକଳ୍ପ ବ୍ୟବସ୍ଥାରେ ମଦ ବିକ୍ରି ପାଇଁ ଡିମାଣ୍ଡ କଲେ ସନା । ବିଧାନସଭାରେ ଏକ ଲିଖିତ ପ୍ରଶ୍ନ କରି ସନା ଦାବି କରିଛନ୍ତି ଯେ କାଚ ବୋତଲରେ ମଦ ବିକ୍ରି ହେଉଥିବାରୁ ବ୍ୟବହାର ପରେ ସେହି କାଚ ଅଧିକାଂଶ ଲୋକ ଭାଙ୍ଗି କି ବାହାରେ ଫିଙ୍ଗୁଛନ୍ତି ।
ସେହି ଭଙ୍ଗା କାଚ ଦ୍ବାରା ପରିବେଶ ନଷ୍ଟ ହେଉଥିବା ବେଳେ ଅନେକ ଲୋକ ଓ ପ୍ରାଣୀ ସମ୍ପଦ ଆହତ ହେଉଛନ୍ତି ତେଣୁ ମଦ ବୋତଲର ବିକଳ୍ପ ବ୍ୟବସ୍ଥା ପାଇଁ ଦାବି କଲେ ସନା ମହାକୁଡ଼।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now