ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର ୟୁନିଟ-୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଟରେ ଜନଶୁଣାଣୁ ଚାଲିଛି ।ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଭିଯୋଗ କରିବାକୁ ରାଜ୍ୟ ବିଭିନ୍ନ ସ୍ଥାନରୁ ଶହ ଶହ ଲୋକଙ୍କ ଭିଡ଼ ଜମିଛି । ପ୍ରଥମ ଦିନରେ ୭୦୦ରୁ ଅଧିକ ଲୋକ ପଞ୍ଜୀକରଣ କରିଛନ୍ତି । ଭିନ୍ନକ୍ଷମ, ମହିଳା, ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ସବୁ ପ୍ରକାର ସମସ୍ୟା ଶୁଣି ସମାଧାନ କରାଯାଉଛି ।

Leave a Reply

Your email address will not be published. Required fields are marked *