ଆଜି ଘୋଷଣା ହେବ ବାଚସ୍ପତିଙ୍କ ନାମ

Spread the love

ଆଜି ବିଧିବଦ୍ଧ ଭାବେ ଘୋଷଣା ହେବ ବାଚସ୍ପତିଙ୍କ ନାମ । ବିଧାନସଭାର ଏହି ସର୍ବୋଚ୍ଚ ପଦ ପାଇଁ ବିଜେପିରୁ ବିଧାୟିକା ସୁରମା ପାଢୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ  ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ତେଣୁ ସୁରମା ପାଢୀ ଏକ ପ୍ରକାର ବାଚସ୍ପତି ହେବା ସୁନିଶ୍ଚିତ । କେବଳ ବିଧାନସଭା ପକ୍ଷରୁ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି । ସେହିପରି ଉପ ବାଚସ୍ପତି କିଏ ହେବେ, ଶାସକ ଦଳର ମୁଖ୍ୟ ସଚେତକ ଏବଂ ଉପ ମୁଖ୍ୟ ସଚେତକ କିଏ ହେବେ ତାକୁ ନେଇ ଏବେ ଚର୍ଚ୍ଚା ବଢିଛି ।

Leave a Reply

Your email address will not be published. Required fields are marked *