ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟର ବୈଠକରେ ସାମିଲ ହେବା ପାଇଁ ଉପେନ୍ଦ୍ର କୁଶବାହାଙ୍କୁ ଭାଜପାର ନିମନ୍ତ୍ରଣ

Spread the love

ପାଟଣା : ବିହାରରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ରାଜଗ)କୁ ମଜଭୁତ କରିବା ପାଇଁ ଭାଜପା ଉପେନ୍ଦ୍ର କୁଶବାହାଙ୍କୁ ୧୮ ଜୁଲାଇରେ ଦିଲ୍ଲୀ ବୈଠକରେ ପହଞ୍ଚିବାର ନିମନ୍ତ୍ରଣ ଦେଇଛନ୍ତି ।

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧି ଏବଂ ରାଜଗ ଦୁହେଁ ନିଜ ନିଜ ଶକ୍ତି ଦେଖାଇବାରେ ଯୁଟିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜଗ ପକ୍ଷରୁ ୧୮ ଜୁଲାଇକୁ ଏକ ବଡ଼ ବୈଠକ ଡକାଯାଇଛି । ଏହି ବୈଠକରେ ସାମିଲ ହେବାକୁ ନେଇ ଏବେ ଉପେନ୍ଦ୍ର କୁଶବାହାଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି ।

Leave a Reply

Your email address will not be published. Required fields are marked *