ୱାକଫ ବୋର୍ଡ ସଂସଦୀୟ ଯୁଗ୍ମ କମିଟିର ଭୁବନେଶ୍ବର ଏକ ତାରକା ହୋଟେଲରେ ବୈଠକ ଆରମ୍ଭ। ସାଂସଦ ଜଗଡମ୍ବିକା ପାଲ ଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ। ବୈଠକରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ରାଜ୍ୟର ସଂଖ୍ୟା ଲଘୁ ସମ୍ପ୍ରଦାୟର ୬ଟି ଗ୍ରୁପର ର ୩୨ ଜଣ ସଦସ୍ୟଙ୍କ ସହ ଆଲୋଚନା କରି ମତାମତ ନେବେ। ଏହି ମତାମତ ଗ୍ରହଣ କଲାପରେ କେନ୍ଦ୍ର ସରକାରଙ୍କ ପାଖରେ ରିପୋର୍ଟ ଦାଖଲ କରିବେ। ପୂର୍ବରୁ କର୍ଣ୍ଣାଟକ, ଗୋହାଟି ରେ ଆଲୋଚନା କରି ଟିମ୍ ମତାମତ ସଂଗ୍ରହକରିଥିଲା। ୧୯୯୫ ଏକ୍ଟର ସଂଶୋଧିତ ହେବାକୁଥିବା ୪୪ ଦିଗ ଉପରେ ଆଲୋଚନା ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now