ପୁଲିସ ଏସ ଆଇ ପରୀକ୍ଷା ପାଇଁ କେଳେଙ୍କାରୀ ଘଟଣା, 114 ଜଣଙ୍କ ଜାମିନ ମଂଜୁର ପରେ ବ୍ରହପୁର ମଣ୍ଡଳ କାରାଗାର ସମ୍ମୁଖରେ ଅଭିଭାବକଙ୍କ ଗହଳ ଚହଳ । ଆଜି ଜେଲରୁ ମୁକୁଳିଲେ ଗିରଫ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ 5 ଜଣ ଝିଅ ଜେଲ ବାହାରକୁ ବାହାରିଛନ୍ତି । ମୁକୁଳିବା ପୂର୍ବରୁ ମଣ୍ଡଳ କାରାଗାର ଫାଟକ ସମ୍ମୁଖରେ ଅଭିଭାବକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now