ଫେବୃଆରୀ ୮ରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଯାଜପୁରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବେ ସରକାର। ତା ପୂର୍ବରୁ npci ସମସ୍ୟା ଥିବା ହିତାଧିକାରୀଙ୍କୁ ବ୍ୟାଙ୍କ ଯାଇ କ୍ଲିୟର କରିବାକୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ। ୩ ଏବଂ ୪ ତାରିଖ ବ୍ୟାଙ୍କ ଯାଇ npci କ୍ଲିୟର କରିବାକୁ କହିଲେ ଉପମୁଖ୍ୟମନ୍ତ୍ରୀ। ଏବେ ବି ଅଢେଇ ଲକ୍ଷ ହିତାଧିକାରୀଙ୍କ npci ସମସ୍ୟା ଅଛି। ସେହିପରି ଲକ୍ଷେରୁ ଅଧିକ ମହିଳାଙ୍କ kyc ସମସ୍ୟା ରହିଛି। ତେଣୁ ୮ ପୂର୍ବରୁ ଏହାର ସମାଧାନ କଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରାରେ ସାମିଲ ହୋଇପାରିବେ। ଚତୁର୍ଥ ପର୍ଯ୍ୟାୟ ପରେ ବି ଯୋଗ୍ୟ ମହିଳାଙ୍କୁ ଦିଆଯିବ ପ୍ରଥମ କିସ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now