ଚା’ ଦୋକାନକୁ ମାଡ଼ିଗଲା ହାଇୱା,୩ଜଣ ମୃତ

ସୁନ୍ଦରଗଡ ଜିଲ୍ଲା କେବଲାଙ୍ଗ ଥାନ ଜମୁଡ଼ିହି ଟୋଲଗେଟ ନିକଟରେ ଦୁର୍ଘଟଣା ।ଚା ଦୋକାନକୁ ମାଡ଼ିଗଲା ହାଇୱା ଗାଡି । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ସୂଚନା ଅନୁଯାଇ ଆଜି ସନ୍ଧ୍ୟା ସମୟରେ ହାଇୱା ଗାଡି ଦୃତ ଗତିରେ ଆସି ଚା ଦୋକାନ ଉପରକୁ ମାଡିଯାଇଥିବା ବେଳେ ଘଟଣା ସ୍ଥଳରେ ସମାରି ମୁଣ୍ଡାରୀ ଚା ଦୋକନି ସହିତ ଦୁଇ ଜଣ ଡ଼୍ରାଇଭର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *