ଗଞ୍ଜାମ ଜିଲ୍ଲା ଚିକିଟି ବିଷାକ୍ତ ମଦ ଘଟଣା। ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକ ହେଲେ ଲକ୍ଷ୍ମଣ ବେହେରା । ଏମ୍କେସିଜି ଆଇସିୟୁରେ ଚିକିତ୍ସାଧୀନ ଥିଲେ ଲକ୍ଷ୍ମଣ ବେହେରା। ତେବେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ ୪ଜଣ ଏବେବି ଏମକେସିଜିରେ ଚିକିତ୍ସାଧୀନ ରହିଛନ୍ତି। ସୂଚନା ଅନୁସାରେ ଚିକିଟିରେ ବିଷାକ୍ତ ମଦ ଖାଇ ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now