କନ୍ଦରପୁର ରାସ୍ତାର ତରିକୁନ୍ଦ ଛକ ନିକଟରେ କଂଗ୍ରେସ କର୍ମୀଙ୍କ ଗାଡିକୁ ଅଟକାଇଲା ଜଗତସିଂହପୁର ପୋଲିସ। କଂଗ୍ରେସ କର୍ମୀ ଓ ନେତା ମାନେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଯାଉଥିବା ବେଳେ ଜଗତସିଂହପୁର ପୋଲିସ ୪ ଟି ଗାଡି କୁ ଅଟକାଯାଇଛି। ଯାହାଫଳରେ ରାସ୍ତାରେ ବସି ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ ଓ ନେତା।

Naxatra News is now on Whatsapp
Join and get latest news update delivered to you via whatsapp
Join Now