ବିକଶିତ ଭାରତ ଗଠନରେ ଯୁବକଙ୍କର ଗୁରୁତ୍ବପୁର୍ଣ ଭୂମିକା ରହିବ-ମନସୁଖ ମାଣ୍ଡଭିୟେ

ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା ଆବଶ୍ୟକ । କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ କହିଛନ୍ତି ବିକଶିତ ଭାରତ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ଲକ୍ଷ୍ୟ । ବିକଶିତ ଭାରତ ଗଠନରେ ଯୁବକଙ୍କର ଗୁରୁତ୍ବପୁର୍ଣ ଭୂମିକା ରହିବ । ପ୍ରବାସୀ ଭାରତୀୟ ଦେଶର ବିକାଶରେ ଭାଗିଦାରୀ ଦେବା ଜରୁରୀ । ପ୍ରବାସୀ ମାନେ ଯେଉଁଠି ରହୁଛନ୍ତି ସେଠାରେ ଯାହା ଶ୍ରେଷ୍ଠ, ଯାହା ଦେଶ ପାଇଁ ହିତ ଓ ଅନୁଭବ ଦେଶର ବିକାଶରେ ଲଗାଇବାକୁ କହିଛନ୍ତି ମନ୍ତ୍ରୀ । ଭାରତରେ ୨୦ ରୁ ୧୩ ଜଣ ଯୁବକ । ଯାହାକି ଭାରତର ଶକ୍ତି । ଯୁବ ଶକ୍ତି ଦେଶ ବିକାଶରେ ଜରୁରୀ । କୋଭିଡ ଭ୍ୟାକ୍ସିନ ରିସର୍ଚ୍ଚ ବେଳେ ଭାରତର ଯୁବ ବୈଜ୍ଞାନିକଙ୍କ ଅବଦାନକୁ ମଞ୍ଚରେ ପ୍ରଶଂସା କଲେ ମନ୍ତ୍ରୀ । ବିକଶିତ ଭାରତ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ସହ  ଆବଶ୍ୟକ ଯୁବକଙ୍କୁ ସୁଯୋଗ ମିଳିବା ଆବଶ୍ୟକ । ୩୫ ମିଲିୟନ ପ୍ରବାସୀ ବିଦେଶରେ ରହୁଛନ୍ତି ।” ଦେଶ ବିକାଶରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ ଜରୁରୀ”।”ଏହି ସମୟ ସହି ସମୟ”। ତେଣୁ ଦେଶ ବିକାଶରେ ସମସ୍ତେ ଯୋଗଦାନ କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *