ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।ବିମାନବନ୍ଦରରୁ ଜନତା ମୈଦାନ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ବ୍ଲୁ ବୁକ୍ ଅନୁସାରେ କମିଶନରେଟ୍ ପୋଲିସର ସୁରକ୍ଷା ବ୍ୟବସ୍ଥା।ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଓ ୪୦୦ ବରିଷ୍ଠ ଅଧିକାରୀ lପୂର୍ବତନ ପିସିସି ସଭାପତି ନିରଂଜ ପାଟନାୟକ ଉପରେ ପ୍ରତିକ୍ରିୟା ରଖି କହି କହିଛନ୍ତି ଆମେ ଗୋଟେ ଟିମଗଠନ କରିଛୁ ଚୋରକୁ ଖୁବ ସିଗ୍ରହ ଧରାଯିବ

Naxatra News is now on Whatsapp
Join and get latest news update delivered to you via whatsapp
Join Now