କାର୍ଯ୍ୟରତ ସମୟରେ ଟଳିପଡ଼ିଲେ ପୋଲିସ ଅଧିକାରୀ

କମର୍ଦ୍ଦା ଥାନା କାର୍ଯାରତ ଇନ୍ସପେକ୍ଟର୍ ଲାଲମୋହନ ସିଂ ଦେହାନ୍ତ । କାର୍ଯ୍ୟରତ ସମୟରେ ଟଳି ପଡ଼ିଲେ ପୋଲିସ ଅଧିକାରୀ । ରକ୍ତଚାପ ଯୋଗୁ ଚାଲିଗଲା ଜୀବନ । ୫୮ ବର୍ଷ ବୟସରେ ଦେହାନ୍ତ ଘଟିଛି । ଉଦଳାର ଜାମଡିହା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଲାଲମୋହନ ସିଂ । କମର୍ଦା ଥାନା ଅଞ୍ଚଳ ସମେତ ଜାମଡିହା ରେ ଖେଳି ଯାଇଛି ଶୋକର ଛାୟା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *