ତେଲ ଟାଙ୍କି ଓ ଗ୍ୟାସ ଓଜନରେ ଗଫଲତି ହେଉଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । ୩୭୧ ଟାଙ୍କିରେ କମ ତେଲ ଆସୁଛି । ୫ ଲିଟର ନେଲେ ୩୦ରୁ ୪୦ ମିଲି କମ୍ ।୧୪ ଓ ୧୯ କେଜିର ଗ୍ୟାସ ଓଜନରେ ଠକେଇ ହେଉଛି । ୨୪ ବର୍ଷ ଭିତରେ ବ୍ୟବସ୍ଥା ଖରାପ ହୋଇ ଯାଇଛି । ତାକୁ ଆମେ ସୁଧାରିବୁ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଜିଲ୍ଲା ଓ ରାଜ୍ୟସ୍ତରରେ କଞ୍ଜ୍ୟୁମର କୋର୍ଟକୁ ସଶକ୍ତ କରାଯିବ । ଏହାକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଉଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now