ନୂଆପଡା ଉପନିର୍ବାଚନରେ ଏବେ ପ୍ରଚାର ମଙ୍ଗ ଧରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବା ନେଇ ସୁର ରାଉତରାୟ ବେଶ ଆଶାବାଦୀ ରହିଛନ୍ତି । ରାହୁଲ ଗାନ୍ଧୀ ଉଠାଇଥିବା ଭୋଟ ଚୋରି ପ୍ରସଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଥିବା ନେଇ ସୁର ରାଉତରାୟ କହିବା ସହ ଏବେ ବିଜେଡି ଭୋଟ ଚୋରିକୁ ସ୍ୱୀକାର କରୁଛି ଆଗାମି ଦିନରେ ସାରା ରାଜ୍ୟ ଏହି ପ୍ରସଙ୍ଗ ନେଇ ବିଜେପିକୁ ଉଚିତ ଦେବା ନେଇ ସୁର ରାଉତରାୟ କହିଛନ୍ତି । ଏବେ ସୁର ରାଉତରାୟ ଉପନିର୍ବାଚନରେ ନୂଆପଡାରେ ରହି ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ଙ୍କ ପାଇଁ ପ୍ରଚାରକୁ ତୀବ୍ର କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now