ଭାରତୀୟ କୋଷ୍ଟ ଗାର୍ଡର ହେଲିକପ୍ଟର ସମୁଦ୍ରକୁ ଯାଞ୍ଚ କରିଛି | ସମୁଦ୍ରରେ ଯଦି କୌଣସି ମାଛ ଧରା ଟ୍ରଲର କିମ୍ବା ବୋଟ ରହିଥିବ ଏସବୁକୁ ଯାଞ୍ଚ କରିଛନ୍ତି କୋଷ୍ଟ ଗାର୍ଡ ହେଲିକପ୍ଟର | ସମୁଦ୍ରରେ ଓଡିଶାର କୌଣସି ନାବିକ ନ ଥିବା ଯାଞ୍ଚ ପରେ ଜଣାପଡିଛି | ପ୍ରାୟ 40 ନାବିକ, ଯେଉଁମାନେ ସମୁଦ୍ରକୁ ଯାଇଥିଲେ, ସେମାନେ ଗୋପାଳପୁରରେ ପହଂଚି ସାରିଛନ୍ତି | ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ରହିବା ଏବଂ ଭୋଜନର ବ୍ୟବସ୍ତା କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now