ଶ୍ରୀମନ୍ଦିରରେ ବଡ଼ ଅଘଟଣ। ଗରମ ଡାଲି ପଡି ୭ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଭୋଗମଣ୍ଡପ ଉଠିବା ପରେ ଘଟିଛି ଅଘଟଣ। ଭଅଣ୍ଡ ଘରୁ ଗରମ ଡାଲି ନେଇ ବୋଝିଆ ଯାଉଥିବା ବେଳେ ଅସାବଧାନତା ହେତୁ ଘଟିଛି ଅଘଟଣ। ନୟାଗଡରୁ ଆସିଥିବା ୭ ଜଣ ଭକ୍ତଙ୍କ ଉପରେ ପଡିଛି ଗରମ ଡାଲି। ଆହତ ଭକ୍ତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now