ଆରଡି ରାସ୍ତା କାମ ବିଲ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଲେ ଗାଇସିଲେଟ ବ୍ଲକ ଜେଇ ସୁସ୍ମିତା ଓରାମ । ଡାଙ୍ଗବାହାଲ ପଂଚାୟତ ପୂର୍ବତନ ସରପଞ୍ଚଙ୍କଠାରୁ ବିଲ କରିବା ପାଇଁ 8 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ବରଗଡ଼ ଭିଜିଲାନ୍ସ, ଗାଇସିଲେଟ ବ୍ଲକ କାର୍ଯାଳୟ ଓ ଭଡା ଘର ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now