ଇ-କମର୍ସ ପ୍ଲାଟଫର୍ମରେ ଓ୍ୱାକିଟକି ଡିଭାଇସ ବିକ୍ରି ଓ ବିଜ୍ଞାପନକୁ ନେଇ ଆପତ୍ତି ଜାହିର କରିଛନ୍ତି ସେଣ୍ଟ୍ରାଲ କଂଜୁମର ପ୍ରୋଟେକ୍ସନ ଅଥୋରିଟି। ଏହା ସହ ଆକ୍ସନ ନେବା ଆରମ୍ଭ କରିଛି ସିସିପିଏ। ଏଥିରେ ଅପରେଟିଂ ଫ୍ରିକ୍ୟୁଏନ୍ସି, ଲାଇସେନିଂ ଇନଫରମେସନ ଓ ଇକ୍ୟୁପମେଣ୍ଟ ଟାଇପ୍ ଆପୃଭାଲର କୌଣସି ସୂଚନା ନାହିଁ। ଏହା କଂଜୁମର ପ୍ରୋଟେକ୍ସନ ଆକ୍ଚର ଉଲ୍ଲଂଘନ କରୁଛି। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଛନ୍ତି, ଏ ନେଇ ଆକ୍ସନ ଆରମ୍ଭ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now