ଜମ୍ମୁକଶ୍ମୀର ରେ ପୁଣିଥରେ ଆତଙ୍କୀ ଆକ୍ରମଣ

ଜମ୍ମୁକଶ୍ମୀର ରେ ପୁଣିଥରେ ଆତଙ୍କବାଦୀମାନେ ଶ୍ରମିକମାନଙ୍କୁ ନିଜର ଟାର୍ଗେଟ କରିଛନ୍ତି। ଗତ ରବିବାର ଦିନ ଗାନ୍ଦରବଲ ସୋନମର୍ଗର ଟନେଲ ପ୍ରୋଜେକ୍ଟରେ କାମ କରୁଥିବା ନିରୀହ ଶ୍ରମିକମାନଙ୍କ ଉପରେ ଆଖିବୁଜି ଫାୟାରିଂ କରିଛନ୍ତି ଆତଙ୍କବାଦୀ। ଯେଉଁଥିରେ ଜଣେ ଡାକ୍ତରଙ୍କ ସହିତ ୬ ଜଣଙ୍କର ଜୀବନ ଯାଇଛି। ଏହି ଘଟଣାରେ ଗୁରୁତର ୫ଜଣଙ୍କୁ ଚିକିତ୍ସା ପାଇଁ ଶ୍ରୀନଗରର ଶେର୍-ଏ-କାଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍A(SKIMS)କୁ ରେଫର କରାଯାଇଥିଲା। ଘଟଣା ପରେ ସୁରକ୍ଷାବଳ ଜମ୍ମୁକଶ୍ମୀର ପୋଲିସ ସହ ମିଶି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *