ସରକାର ଦେଲେ ଡାଟା ଲିକ୍ ଅଭିଯୋଗ ଉପରେ ସ୍ପଷ୍ଟିକରଣ, କହିଲେ କୋବିନ୍ ପୋର୍ଟଲ ପୂର୍ଣ୍ଣମାତ୍ରାରେ ସୁରକ୍ଷିତ

Spread the love

ନୂଆଦିଲ୍ଲୀ : ଡାଟା ଲିକ୍ ହେବା ଖବରକୁ ଖଣ୍ଡନ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୋମବାର ଦିନ କହିଛି ଯେ କୋବିନ୍ ପୋର୍ଟାଲ ପୂର୍ଣ୍ଣ ମାତ୍ରାରେ ସୁରକ୍ଷିତ । ନାଗରିକଙ୍କ ଡାଟା ସୁରକ୍ଷିତ କରିବା ପାଇଁ ଅନେକ ପ୍ରକାର ବ୍ୟବସ୍ଥା କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବିକ କୋବିନ୍ ପୋର୍ଟାଲ ପୂର୍ଣ୍ଣମାତ୍ରାରେ ସୁରକ୍ଷିତ ଅଛି । ୱେବ୍ ଆପ୍ଲିକେଶନ ଫାୟାରବଲ୍, ଆଂଟି-ଡିଡିଓଏସ୍, ନିୟମିତ ଭେଦ୍ୱେତା ମୂଲ୍ୟାଙ୍କନ, ପରିଚୟ ଏବଂ ଏକ୍ସସେସ୍ ପ୍ରବନ୍ଧନ ଆଦି ସହିତ କୋବିନ୍ ପୋର୍ଟଲ ଉପରେ ପର୍ଯ୍ୟାପ୍ତ ସୁରକ୍ଷା ଉପାୟ ଅଛି । କେବଳ ଓଟିପି ପ୍ରମାଣିକରଣ- ଆଧାରିତ ଡାଟା ଏକ୍ସେସ୍ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *