କେନ୍ଦ୍ରାପଡାରେ ହେବ ୨ ଦିନିଆ ରାଜ୍ୟ ସ୍ତରୀୟ ମହିଳା ଚେସ୍‌

Spread the love

କେନ୍ଦ୍ରାପଡ଼ା : ଜିଲ୍ଲାରେ ଆସନ୍ତା ୨୦-୨୧ ଦୁଇ ଦିନ ଧରି ରାଜ୍ୟ ସ୍ତରୀୟ ମହିଳା ଚେସ୍ ଚମ୍ପିଆନସିପ୍ ୨୦୨୩, ତିନିମୁହାଣୀ ସ୍ଥିତ ଗୈାରୀଶଙ୍କର ହୋଟେଲ ପରିସରରେ ଅନୁଷ୍ଠିତ ହେବ । ଏଥିସହିତ କେନ୍ଦ୍ରାପଡା ଜିଲ୍ଲା “ସୁମନ ଦାସ ମୋମୋରିଆଲ ଚେସ୍ ଚମ୍ପିଆନସିପ୍‌” ଉକ୍ତ ଦୁଇ ଦିନରେ ଅନୁଷ୍ଠିତ ହେବ । ଏହି ଚେସ୍ ଚମ୍ପିଆନସିପ୍ ରେ ଭାଗ ନେବାପାଇଁ ଇଚ୍ଛୁକ ଥିବା ପ୍ରତିଯୋଗୀ ମାନେ ଜିଲ୍ଲା ଚେସ୍ ଆସୋସିଏସନ ର କର୍ମକର୍ତା ମାନଙ୍କ ସହ କିମ୍ବା-୭୦୦୮୭୦୯୧୬୦ ନଂରେ ଯୋଗସୂତ୍ର ରକ୍ଷା କରିବା ପାଇଁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *