ପ୍ୟାରିସ ଅଲମ୍ପିକ୍ସ ୨୦୨୪,ଭାଗ ନେବେ ୧୩ ଭାରତୀୟ

Spread the love

ଆଗାମୀ ପ୍ୟାରିସ ଅଲମ୍ପିକ୍ସରେ ଭାରତର ମୋଟ୍ ୧୩ ଜଣ ପାରା ବ୍ୟାଡମିଟନ ଖେଳାଳି ଅଂଶ ଗ୍ରହଣ କରିବେ । ଏନେଇ ବିଶ୍ବ ବ୍ୟାଡମିଣ୍ଟନ ସଂଘ ବିଡବଲ୍ୟୁଏଫ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ତାଲିକାରେ କ୍ରିଷ୍ଣା ନାଗର ରହିଛନ୍ତି ।

ବିଡବଲ୍ୟୁଏଫର ଘୋଷଣା ଅନୁସାରେ ପାରାଅଲମ୍ପିକ୍ସ ପାଇଁ ମୋଟ୍ ୧୨୦ ବ୍ୟାଡମିଣ୍ଟନ ଖେଳାଳି ଯୋଗ୍ୟତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରେ ୩୧ଟି ଦେଶରୁ ୬୦ ପୁରୁଷ ଓ ୬୦ ମହିଳା ରହିଛନ୍ତି । ପାରା ବ୍ୟାଡମିଣ୍ଟନରେ ୧୬ଟି ଇଭେଣ୍ଟ ୧୨ଟି ସିଙ୍ଗଲ୍ସ ଓ ୪ଟି ଡବଲ୍ସ ରହିଛି । ପାରା ଅଲମ୍ପିକ୍ସ ଅଗଷ୍ଟ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବ ।

Leave a Reply

Your email address will not be published. Required fields are marked *