ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ ଇଣ୍ଡିଆ

Spread the love

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ ଇଣ୍ଡିଆ। ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ ଆୟୋଜନ ହେବାର ସମ୍ଭାବନା ରହିଛି। ବିସିସିଆଇ ଟିମ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ରାଜି ନ ଥିବାରୁ ଅନ୍ୟ କେଉଁଠାରେ ମ୍ୟାଚ ଆୟୋଜନ ହେବାର ସମ୍ଭାବନା ରହିଛି। ଏନେଇ ପାକିସ୍ତାନ ବାହାରେ ମ୍ୟାଚ ଆୟୋଜନ କରିବାକୁ ଅପିଲ କରିବ ବିସିସିଆଇ । ୨୦୨୫ ମସିହାରେ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେବ। ପାକିସ୍ତାନ ଆୟୋଜକ ଥିବାରୁ ଏଠାରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ। ପାକିସ୍ତାନ କ୍ରିକେଟ ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ମ୍ୟାଚ କାର୍ଯ୍ୟସୂଚିର ଏକ ଚିଠା ପଠାଯାଇଛି । 

Leave a Reply

Your email address will not be published. Required fields are marked *