ହରିଆଣା ରାଜ୍ୟସଭାରେ ୫ କଂଗ୍ରେସ ବିଧାୟକଙ୍କ କ୍ରସଭୋଟିଂ- ୪ ଜଣଙ୍କ ନାଁ ସାର୍ବଜନୀନ କଲା – ଜଣଙ୍କୁ ଲୁଚାଇଲା କାହିଁକି
ହରିଆଣାରେ ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୪ ବିଧାୟକଙ୍କ ନାଁ କଂଗ୍ରେସ ସାର୍ବଜନୀନ କରିଛି। ପ୍ରଭାରୀ ବିକେ ହରିପ୍ରସାଦ ୪ ବିଧାୟକଙ୍କ ନାଁ ସାର୍ବଜନୀନ କରିଥିଲା ବେଳେ…
