ବିନା ଡିଭୋର୍ସରେ ୭ଜଣ ସ୍ୱାମୀ..

ବିନା ଛାଡ଼ପତ୍ରରେ ୭ଜଣଙ୍କୁ ବିବାହ କଲେ ମହିଳା। ଦିଲ୍ଲୀରେ ରହୁଥିବା ଜ୍ଯୋତି ନାମକ ମହିଳାଙ୍କ ଏଭଳି କାରନାମା ତାଙ୍କର ସପ୍ତମ ସ୍ୱାମୀ ଧରାପକାଇଦେଲେ। ଜ୍ଯୋତିଙ୍କ ଘର ନାଙ୍ଗଲୋଇରେ।…