ଅଷ୍ଟମ ଏସିଆନ ପେଙ୍କକ ସିଲଟ ଚାମ୍ପିଅନସିପରେ ଚମକିଲେ ଓଡ଼ିଆ ଝିଅ

ଅକ୍ଟୋବର ୧୦ ରୁ ୧୬ ଯାଏ ଉଜବେକିସ୍ତାନର ବୁଖରା ଠାରେ ଅନୁଷ୍ଠିତ ହୋଇଥିବା ଅଷ୍ଟମ ଏସିଆନ ପେଙ୍କକ ସିଲଟ ଚାମ୍ପିଅନସିପରେ ଚମକିଛନ୍ତି ଓଡ଼ିଶାର ଝିଅ ପ୍ଲିଜାଲିନ୍ ତରାଇ…