ମାଟିତଳୁ ହଜାର ହଜାର ଆଧାର କାର୍ଡ ଉଦ୍ଧାର

ଗଜପତି: ଜନସାଧାରଣଙ୍କ ଅତ୍ୟାବଶ୍ୟକୀୟ ସୁବିଧା ପାଇଁ ସର୍ବସାଧାରଣଙ୍କୁ ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପ୍ରସ୍ତୁତ ହେଉଥିବା ଆଧାର କାର୍ଡକୁ ଲୋକଙ୍କ ଘରେ ଘରେ…