ଘୋଷାରିବି, ଉଲଗ୍ନ କରି ବାଡ଼େଇବି- ମହିଳା ଡାକ୍ତରଙ୍କୁ ଧମକାଇଲେ ବିଧାୟକ!

ଜମ୍ମୁ କଶ୍ମୀର ଡୋଡା ନିର୍ବାଚନ ମଣ୍ଡଳର ଏକମାତ୍ର ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ମେହରାଜ୍ ମାଲିକଙ୍କ ବିରୁଦ୍ଧରେ ଏତଲା ରୁଜୁ ହୋଇଛି। ଏତଲା କରିଛନ୍ତି ଜଣେ…