୧୮ହଜାର ଟପିବନି ବିମାନ ଭଡ଼ା

ଇଣ୍ଡିଗୋ ଫ୍ଲାଇଟ ଅପରେସନରେ ଗଡ଼ବଡ଼ିରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଆଉ ଏତିକିବେଳେ ବ୍ଲାକମେଲିଂ ଥିଓରୀ ଆପଣାଇଥିବା ବିଭିନ୍ନ ଏୟାରଲାଇନ୍ସକୁ କଡ଼ା ଚେତାବନୀ ଦେଇଛି…