ଦଳ ଓ ଘରୁ ତେଜପ୍ରତାପ ବେଦଖଲ- ସବୁ ଡ୍ରାମା ବୋଲି କହିଲେ ତେଜଙ୍କ ପୂର୍ବତନ ପତ୍ନୀ ଐଶ୍ୱର୍ଯ୍ୟା

ସବୁ ନାଟକ। କେହି କାହାଠୁ ଅଲଗା ନାହାନ୍ତି। ନିର୍ବାଚନ ଆସୁଛି ବୋଲି ପୁରା ଘଟଣାକୁ ନେଇ ଅଡ଼ୁଆରେ ପଡ଼ିବା ପୂର୍ବରୁ ଲାଲୁ ନିଜ ବଡ଼ ପୁଅ ତେଜପ୍ରତାପଙ୍କୁ…