ନୂଆପଡ଼ାରେ ନବୀନ- ବିଜେପିରେ ଅମର

ନୂଆପଡ଼ା ଉପ-ନିର୍ବାଚନ ପୂର୍ବରୁ ବଡ଼ ଓଲଟପାଲଟ। କୋମନା ଯାଇ ପ୍ରଚାର କରିଛନ୍ତି ନବୀନ। କୋମନାର ତରବୋଡ଼ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆଙ୍କ ଲାଗି ପ୍ରଚାର କରିଛନ୍ତି।…