ଗୁଣି ଗାରେଡ଼ି ସନ୍ଦେହରେ ଅକଥନୀୟ ନିର୍ଯାତନା

୭୭ ବର୍ଷୀୟା ମହିଳାଙ୍କୁ ଗରମ ଲୁହା ରଡରେ ଚେଙ୍କ ଦେଲେ, କାଠ ଫାଳିଆରେ ପିଟିଲେ, ପରିସ୍ରା ପିଆଇଲେ ଆଉ ଶେଷରେ କୁକୁରର ମଳ ଖୁଆଇଲେ । ଏବଂ…