ଓ୍ୱାଇଏସଆରସିପି ଅଫିସକୁ ମାଟିରେ ମିଶାଇଲେ ନାଇଡ଼ୁ

ଆନ୍ଧ୍ରରେ କ୍ଷମତାରୁ ଗଲା ପରେ ଓ୍ୱାଇଏସଆରସିପି ଉପରେ ପଡ଼ିଛି ଚଡ଼କ। ୱାଇଏସଆରସିପିର ନିର୍ମାଣଧୀନ ଅଫିସରେ ବୁଲିଛି ବୁଲଡୋଜର। ଆନ୍ଧ୍ରପ୍ରଦେଶ କ୍ୟାପିଟାଲ ରିଜିଅନ ଡେଭେଲପମେଣ୍ଟ ଅଥୋରିଟି ଓ ମଙ୍ଗଳାଗିରି…