ଅନୀଲ ଦେଶମୁଖଙ୍କ ଜାମିନ ମାମଲା: ସିବିଆଇ ନିରାଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଆଶ୍ବସ୍ତି। ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଦିଆଯାଇଥିବା ଜାମିନକୁ ବଳବତ୍ତର ରଖି ସୁପ୍ରିମକୋର୍ଟ ସିବିଆଇ ଯାଚିକାକୁ ଖାରଜ କରି…