୧୦ ରାଜ୍ୟରେ ନୂଆ ରାଜ୍ୟପାଳ ହେଲେ ନିଯୁକ୍ତ

୧୦ ରାଜ୍ୟରେ ନିଯୁକ୍ତ ହେଲେ ନୂଆ ରାଜ୍ୟପାଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୧୦ ରାଜ୍ୟ ଓ  କେନ୍ଦ୍ରଶାସିତ ଅଞ୍ଚଳରେ ୯ ଜଣ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି।…