ଖାଲରେ ପଡ଼ି ବାଇକ ଆରୋହୀଙ୍କ ଜୀବନ ଗଲା- ଦିଲ୍ଲୀ ଜନକପୁରୀରେ ଜଳବୋର୍ଡର ଅବହେଳା

ଗାତରେ ପଡ଼ି ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ଦିଲ୍ଲୀର ଜନକପୁରୀର ଯୋଗିନ୍ଦର ସିଂହ ମାର୍ଗରେ ଦିଲ୍ଲୀ ଜଳବୋର୍ଡ ପକ୍ଷରୁ ଚାଲିଥିବା କାମ ପାଇଁ ଖୋଳାଯାଇଥିଲା ଗାତ। ଆଉ…