ନେପାଳ ହିଂସା- ସ୍ଥିତି ସମ୍ଭାଳିଲା ସେନା

ନେପାଳରେ ହିଂସା ଅଣାୟତ୍ତ ହୋଇଗଲାଣି। ସାମ୍ୱିଧାନିକ ସଂକଟ ସୀମା ପାର କରିଗଲା। ସଂସଦରୁ ନେଇ ସୁପ୍ରିମକୋର୍ଟ ଯାଏ, ରାଷ୍ଟ୍ରପତି ଭବନରୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘର। ନିଆଁ ଲଗାଇଦେଲେ…