ସାମ୍ୱାଦିକ ହତ୍ୟା- ମାଷ୍ଟରମାଇଣ୍ଡ ଆରେଷ୍ଟ୍‌

ଛତିଶଗଡ଼ ବିଜାପୁର ସାମ୍ୱାଦିକ ମୁକେଶ ଚନ୍ଦ୍ରକାର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ସୁରେଶ ଚନ୍ଦ୍ରକାରଙ୍କୁ ପୁଲିସ ଗିରଫ କରିଛି। ବିଳମ୍ୱିତ ରାତିରେ ସୁରେଶକୁ ହାଇଦ୍ରାବାଦରୁ ଗିରଫ…