ଧାରା ୩୭୦ ଉଚ୍ଛେଦକୁ ପୂରିଲା ୩ ବର୍ଷ

ଜାମ୍ମୁ-କାଶ୍ମୀରୀରୁ ଧାରା ୩୭୦ ଉଚ୍ଛେଦକୁ ଆଜି ୩ ବର୍ଷ ପୂରିଛି। ଧାରା ଉଚ୍ଛେଦ କରିବା ସହିତ କେନ୍ଦ୍ର ସରକାର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ।…