ଓରେରାରେ ମାସ ମାସ ଧରି ପଡ଼ିରହୁଛି ଫାଇଲ୍- ଓରେରା ଅଧ୍ୟକ୍ଷ ଡାକିଲେ ଷ୍ଟେକହୋଲଡରଙ୍କ ବୈଠକ

ରେରାରେ ମାସ ମାସ ଧରି ପଡିରହୁଛି ଫାଇଲ୍। ପ୍ରମୋଟରଙ୍କୁ ହଇରାଣ କରାଯାଉଛି। ସମସ୍ତ ଦସ୍ତାବିଜ୍ ଦିଆଯାଉଥିଲେ ବି ମନଇଛା ଫାଇଲ୍ ପକାଇ ରଖୁଛନ୍ତି ଅଧିକାରୀ। ଆରଟିଆଇ ତଥ୍ୟ…