ପାର୍ଟ-ପ୍ଲଟ ପଞ୍ଜୀକରଣ : ସମସ୍ୟା କେଉଁଠି ବୁଝିଲେ କି ନାହିଁ ମନ୍ତ୍ରୀ?

ରେରା ଆଳରେ ଖସୁଥିଲେ ସବ-ରେଜିଷ୍ଟ୍ରାର। ରେରା ନିୟମର ଆଳ ଦେଖାଇ ଲୋକଙ୍କୁ କରୁଥିଲେ ହଇରାଣ। ଚାଷ ଜମି ଯଦି ପ୍ଲଟିଂ ଉଦ୍ଦେଶ୍ୟରେ ରେଜିଷ୍ଟ୍ରେସନ ହେଉଥିବ ଆଉ ୫ଶହ…