ଗେଟ୍ ଭାଙ୍ଗିଲେ ବିରୋଧୀ- ଭିତରୁ ବିଜେଡି- ବାହାରୁ କଂଗ୍ରେସ

ବିଧାନସଭାରେ ବିରଳ ଦୃଶ୍ୟ। ଗେଟ୍ ବାହାରେ କଂଗ୍ରେସ। ଗେଟ୍ ଭିତରେ ବିଜେଡି। ମଝିରେ ପୁଲିସ। ବିଧାନସଭା ପରିସରର ବ୍ୟାରିକେଡ୍ ଭିତରେ ପୁଲିସ ସହ ବିଜେଡିର ମୁହାଁମୁହିଁ ତ…