ଅଣ୍ଡରଟେକିଂ ବଳରେ ଏଣିକି ମିଳିବନି ଜାମିନ- ମାମଲାର ମେରିଟ୍ ଦେଖି ଜାମିନ ଦେବେ ହାଇକୋର୍ଟ ଓ ଟ୍ରାଏଲ କୋର୍ଟ

ଅଣ୍ଡରେଟେକିଂ ବଳରେ ଅଭିଯୁକ୍ତଙ୍କୁ ଜାମିନ ଦିଆଯାଇପାରିବନି। କେସର ମେରିଟ୍ ଦେଖି ଜାମିନ ମିଳିବ। କିନ୍ତୁ ଅଭିଯୁକ୍ତର ଆସୁରାନ୍ସ ଉପରେ ନୁହେଁ। ଏ କଥା ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ।…