ପ୍ରକୃତିର ସୁନ୍ଦରତା ଭିତରେ ପର୍ଯ୍ୟଟକ ବିନା ବିଘ୍ନରେ କରିବେ କାମ- ଭାରତର ପ୍ରଥମ ଡିଜିଟାଲ ନୋମାଡ୍ ଗାଁ

ଭାରତର ପ୍ରଥମ ଡିଜିଟାଲ ନୋମାଡ ଗାଁ ଭାବେ ୟାକଟେନ୍ ବିଧିବଦ୍ଧ ଘୋଷଣା ହେଲା। ସିକ୍କିମର ପାକୟୋଙ୍ଗ ଜିଲ୍ଲାରେ ପଡ଼ୁଛି ଏହି ଗାଁ। ନୋମାଡ ସିକ୍କିମ ପ୍ରୋଜେକ୍ଟ ଅନ୍ତର୍ଗତ…